https://kanaknews.com/pak-allows-trade-of-life-saving-drugs-with-india/
ଭାରତରୁ ଔଷଧ କିଣିବ ପାକିସ୍ତାନ ! ମହଙ୍ଗା ମାଡ ସହିନପାରି ଶେଷରେ ନୁଆଁଇଲା ମୁଣ୍ଡ, ଜୀବନରକ୍ଷାକାରୀ ଔଷଧ ଆମଦାନୀ ଲାଗି ଅମୁମତି ଦେଲା ପାକ୍ ସରକାର ।